ଏଜି ଛକରେ ରଙ୍ଗ୍‌ ରୁଟ୍‌ ରେ ଆସି 4 ଜଣଙ୍କୁ ପିଟିଲା ଗାଡି

ସତ୍ୟଶିଖା (ଭୁବନେଶ୍ୱର ) ୦୯.୦୩.୨୦୨୩ : ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଜି ଛକରେ ରଙ୍ଗ  ରୁଟ୍ ରେ  ଆସି 4 ଜଣଙ୍କୁ ଧକ୍କା ଦେଲା ଏଣ୍ଡୋଭର।  ଧକ୍କା ଦେବା ପରେ ଏଜି ଛକରୁ ବିଧାନସଭା ପର୍ଯ୍ୟନ୍ତ ସ୍କୁଟି କୁ ଟାଣିନେଲା।  ଟ୍ରାଫିକ ସିଗନାଲ ବନ୍ଦ ଥିବା ସତ୍ୱେ ଧ୍ରୁତ ଗତିରେ ଆସି ଆକ୍ସିଡେଣ୍ଟ କରି ଚାଲିଗଲା ଏଣ୍ଡୋଭର।  ଗାଡ଼ିରୁ ଓଲ୍ହାଇ ଯାଉଥିବା ବେଳେ ମାଡ଼ିବସିଲା ପୋଲିସ। ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରାଯାଇଥିବା ସୂଚନା

Exit mobile version