

ସତ୍ୟଶିଖା ( ଭୁବନେଶ୍ୱର ) ୨୮ .୦୮.୨୦୨୦ : ଆଜି ରାଜ୍ୟରେ ସର୍ବାଧିକ 3682 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 2241 କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ ସଂକ୍ରମଣ ରହିଛି 1441 । ଏହାକୁ ମିସାଇ ରାଜ୍ୟରେ ମୋଟ 94 ହଜାର 668ରେ ପହଞ୍ଚିଲାଣି ।
ଆଜି ଅନୁଗୁଳରୁ 56, ବାଲେଶ୍ୱରରୁ 87, ବରଗଡ 152, ଭଦ୍ରକ 51, ବଲାଙ୍ଗିର 68, ନବରଙ୍ଗପୁର 38, ନୟାଗଡ 109, ନୂଆପଡା 23, ପୁରୀ 115, ରାୟଗଡା 495, ସମ୍ୱଲପୁର 128, ସୋନପୁର 27, ସୁନ୍ଦରଗଡ 27, କଟକ 369, ଦେବଗଡ 12, ଢ଼େଙ୍କାନାଳ 61, ଗଜପତି 48, ଗଞ୍ଜାମ 174, ଜଗତସିଂହପୁର 44, ଯାଜପୁର 88, ଝାରସୁଗୁଡା 43, କଳାହାଣ୍ଡି 41, କନ୍ଧମାଳ 36, କେନ୍ଦ୍ରାପଡା 44, କେନ୍ଦୁଝର 59, ଖୋର୍ଦ୍ଦା 775, କୋରାପୁଟ 140, ମାଲକାନଗିରି 86 ଚିହ୍ନଟ ।