ସତ୍ୟଶିଖା (କରଞ୍ଜିଆ) ୦୪/୧୨/୨୦୨୦ : ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୨ ହଜାର ଲିଟର କିରୋସିନ୍ ଜବତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ନିକଟରେ ଏହି ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏକ ପିକଅପ୍ ଭ୍ୟାନ୍ ଗାଡିରେ ବେଆଇନ କିରୋସିନ୍ ଚୋରା ଚାଲାଣ ଚାଲିଥିଲା ।
୨୦୦୦ ହଜାର ଲିଟର କିରୋସିନ୍ ଜବତ
