ସତ୍ୟଶିଖା (ଭୁବନେଶ୍ୱର) ୨୧/୧୦/୨୦୨୦ : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଧନ୍ଦାମୂଳକ ପରୀକ୍ଷାରେ ପାସ୍ ମାର୍କ ରଖି ମଧ୍ୟ ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ୍ ପରୀକ୍ଷା ଦେଇପାରିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଏହି ପରୀକ୍ଷା ଆସନ୍ତା ନଭେମ୍ବର ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ ।
+୨ ଇନଷ୍ଟାଣ୍ଟ୍ ପରୀକ୍ଷା ନଭେମ୍ବର ୧୧ ଓ ୧୨ରେ
