ନ୍ୟୁଜ୍ରାଜ୍ୟ

ଜଙ୍ଗଲରେ ୨ଟି ହାତୀର ମୃତଦେହ ଠାବ

ସତ୍ୟଶିଖା( ଭୁବନେଶ୍ୱର )୦୬.୧୦.୨୦୨୨: କୁଚିଣ୍ଡା : କୁଚିଣ୍ଡା ଜଙ୍ଗଲରେ ୨ଟି ହାତୀର ମୃତଦେହ ଠାବ । ବାମରା ବଡରମା ରେଂଜ ତିଳେଇମାଲ ପତ୍ରା ଜଙ୍ଗଲରେ ଠାବ । ଗୋଟିଏ ମାଇ ଓ ଗୋଟିଏ ଦନ୍ତାହାତୀର ମୃତଦେହ ଠାବ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନବିଭାଗ ତଦନ୍ତ ଆରମ୍ଭ କରିଛି ।

Show More
Back to top button