

ସତ୍ୟଶିଖା( ଆସିକା)୦୬.୦୪.୨୦୨୨ : ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ, ୨୮ଜଣ ଆକ୍ରାନ୍ତ ଚିକିତ୍ସାଧୀନ । କାଲି ଧରାକୋଟ ମେଡିକାଲରେ ୩୦ ଜଣ ଭର୍ତି ହୋଇଥିଲେ ।
ଖାଦ୍ୟ ବିଷକ୍ରିୟାରୁ ଅସୁସ୍ଥ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ଦିଆଯାଇଛି । ଘଟଣା ପରେ ବାଖରକଟା ଗାଁରେ ପହଁଚିଲା ଡାକ୍ତରୀ ଟିମ୍ ।