ଅପରାଧନ୍ୟୁଜ୍ରାଜ୍ୟ

ରାଜଧାନୀରେ ବିଷ ପିଇ ୨ ମୃତ

ସତ୍ୟଶିଖା(ଭୁବନେଶ୍ୱର )୨୧.୦୯ . ୨୦୨୨: ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ୨ ମୃତ । ଉଭୟ ମୃତ୍ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ । ପୁରୁଷ ଜଣଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡି ଏକାଠି ରହୁଥିଲେ । ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ । ପାରିବାରିକ କଳହ ପାଇଁ ଦୂହେଁ ବିଷ ପିଇଦେଇଥିବା ଖବର ସାମ୍ନାକୁ ଆସିଛି ।

Show More
Back to top button