ସତ୍ୟଶିଖା(ଭୁବନେଶ୍ୱର)୨୧.୦୬. ୨୦୨୨ : ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଏହି ବୀମା ସୁବିଧା ଅଧିକ ସଂଖ୍ୟକ ଚାଷୀ ଯେଭଳି ନେବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଫସଲ ବୀମା ପଞ୍ଜିକରଣର ଶେଷଦିନ ଥିବାରୁ ଚାଷୀମାନଙ୍କୁ ଏହାର ଫାଇଦା ନେବାକୁ କୁହାଯାଇଛି।
୧୭ଟି ଫସଲର ହୋଇପାରିବ ବୀମା, ଜୁଲାଇ ୩୧ପର୍ଯ୍ୟନ୍ତ ଖରିଫ ବୀମା ପଞ୍ଜିକରଣ
