ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୩୦ ନୂଆ ସଂକ୍ରମିତ

ସତ୍ୟଶିଖା( ଭୁବନେଶ୍ୱର )୨୩.୦୭ . ୨୦୨୨:  ରାଜ୍ୟରେ ଆଜି ମଧ୍ୟ ୧୧ଶହ ପାର କରିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୩୦ ନୂଆ ସଂକ୍ରମିତ। ଜନ୍ମରୁ ୧୮ ବର୍ଷରୁ ମଧ୍ୟରେ ୧୪୩,ସଙ୍ଗରୋଧରୁ ୬୬୨,ସ୍ଥାନୀୟ ୪୬୮। ୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୨୫, ବରଗଡ ୨୩, ଭଦ୍ରକ ୧୪, ବଲାଙ୍ଗୀର ୧୭, ବୌଦ୍ଧ ୧, କଟକ ୧୧୧, ଦେଓଗଡ ୩, ଢେଙ୍କାନାଳ ୩,ଗଜପତି ୫, ଗଞ୍ଜାମ ୪, ଜଗତସିଂହପୁର ୧୦, ଯାଜପୁର ୩୬, ଝାରସୁଗୁଡା ୨୫, କଳାହାଣ୍ଡି ୯, କନ୍ଧମାଳ ୧୭, କେନ୍ଦ୍ରାପଡା ୧୮, କେନ୍ଦୁଝର ୧୧,ଖୋର୍ଦ୍ଧା ୨୦୯, କୋରାପୁଟ ୧୧,ମାଲକାନଗିରି ୧,ମୟୁରଭଞ୍ଜ ୯୩, ନବରଙ୍ଗପୁର ୯, ନୟାଗଡ ୩୩, ନୂଆପଡା ୧୬, ପୁରୀ ୧୪,ରାୟଗଡା ୧୪, ସମ୍ବଲପୁର ୧୦୬, ସୋନପୁର ୧୮, ସୁନ୍ଦରଗଡ ୨୨୫, ଷ୍ଟେଟ ପୁଲରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୫,୪୯୯କୁ ବୃଦ୍ଧି ପାଇଛି। ୧୨,୮୮,୯୭୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ ହଜାର ୩୪୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Show More
Back to top button