ନ୍ୟୁଜ୍ରାଜ୍ୟ

ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ ଛାତ୍ରୀ ଅସୁସ୍ଥ

ସତ୍ୟଶିଖା( ରାଉରକେଲା )୦୬ .୦୭ . ୨୦୨୨:  ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ ଛାତ୍ରୀ ଅସୁସ୍ଥ। କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଏହି  ଘଟଣା ଘଟିଛି।  ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ୍ର ହୋଇ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସର  ଛାତ୍ରୀମାନେ ହଷ୍ଟେଲରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଥିଲେ। ଏହା  ପରେ ୧୦୦ରୁ ଅଧିକ ଛାତ୍ରୀ ଛାଡାବାନ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀମାନଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Show More
Back to top button