ରାଜ୍ୟ
୬ରୁ ଖୋଲିବ ଖଣ୍ଡଗିରି, ଉଦୟଗିରି – Satyasikha


ଭୁବନେଶ୍ୱର (ସତ୍ୟଶିଖା): ଜୁନ୍ ୬ ତାରିଖରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା । ଏନେଇ ASI ନିଷ୍ପତ୍ତି ନେଇଛି।
ଏହାସହ ୬ ତାରିଖରୁ ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢ଼ନ୍ତୁ
କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ତେବେ ୬ ତାରିଖରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଖୋଲିବାକୁ ASI ନିଷ୍ପତ୍ତି ନେଇଛି।
ଆହୁରି ପଢ଼ନ୍ତୁ
[ad_2]