ହସକଥା
୩୦ ଦିନ ଛୁଟି ଦରକାର | Satyasikha


କର୍ମଚାରୀ : ସାର୍ ମୋତେ ୨ ଦିନ ପାଇଁ ଗାଁକୁ ଯିବାକୁ ଅଛି। ସେଥିପାଇଁ ୩୦ ଦିନ ଛୁଟି ଦରକାର।
ଆହୁରି ପଢ଼ନ୍ତୁ
ବସ୍ : ୨ ଦିନ ଗାଁକୁ ଯିବ। ୩୦ ଦିନ ଛୁଟି ନେଇ କ’ଣ କରିବ ?
କର୍ମଚାରୀ : ୧୪ ସେଠି କ୍ୱାରେଣ୍ଟାଇନରେ ରହିବି। ୧୪ ଦିନ ଏଠି କ୍ୱାରେଣ୍ଟାଇନରେ ରହିବି। ଏହାକୁ ଛାଡ଼ି ଦୁଇଦିନ ଛୁଟିରେ ରହିବି।