୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୨୧୦ଆକ୍ରାନ୍ତ


ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୮ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରର ହୋଇଥିବା ବେଳେ ୩୬ଟି ଲୋକାଲ୍ କେସ୍ ବୋଲି ଜଣାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
COVID-19 REPORT FOR 24th JUNE
New positive Cases: 210
In quarantine: 174
Local contacts: 36(Details of local contacts will be shared by concerned District Administration)
Dist Wise Cases
1. Khordha: 47
2. Keonjhar: 5
3. Deogarh: 1
4. Nawarangapur: 2
5. Nayagarh: 3— I & PR Department, Odisha (@IPR_Odisha) June 25, 2020
ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଲା। ସେମାନଙ୍କ ମଧ୍ୟରୁ ଆରୋଗ୍ୟଙ୍କ ସଂଖ୍ୟା ୪,୧୨୩ ଥିବା ବେଳେ ଆକ୍ଟିଭ କେସ୍ ୧,୮୧୫ ରହିଛି।
6. Ganjam: 58
7. Cuttack: 5
8. Angul: 1
9. Balasore: 2
10. Dhenkanal: 7
11. Jajpur: 8
12. Puri: 8
13. Gajapati: 29
14. Sundargarh: 6
15. Kendrapada: 3
16. Sambalpur: 1
17. Bolangir: 11
18. Mayurbhanj: 7
19. NDRF Personnel: 6 (Returned from Amphan duty in WB)— I & PR Department, Odisha (@IPR_Odisha) June 25, 2020
ଆହୁରି ପଢ଼ନ୍ତୁ
୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮, ଖୋର୍ଦ୍ଧାରୁ ୪୭, ଗଜପତିରୁ ୨୯, ବଲାଙ୍ଗିରରୁ ୧୧ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଯାଜପୁର ଓ ପୁରୀରୁ ୮ ଜଣ ଲେଖା ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ମୟୂରଭଞ୍ଜରୁ ୭, ସୁନ୍ଦରଗଡ଼ରୁ ୬, କଟକରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୩, କେନ୍ଦୁଝର, ନବରଙ୍ଗପୁର ଓ ବାଲେଶ୍ୱରରୁ ୨ ଜଣ ଲେଖାଏ, ଦେବଗଡ଼ ଓ ଅନୁଗୁଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
New recoveries: 135
Cumulative tested: 239815
Positive: 5962
Recovered: 4123
Active Cases: 1815— I & PR Department, Odisha (@IPR_Odisha) June 25, 2020
ଏହାବ୍ୟତୀତ ପଶ୍ଚିମବଙ୍ଗରୁ ଉଦ୍ଧାର କରି ଓଡ଼ିଶା ଫେରିଥିବା NDRF ଟିମ୍ର ୬ ଜଣ ଚିହ୍ନଟ ହୋଇଛନ୍ତି।
[ad_2]