ଲକ୍ଷ୍ନୌ: କରୋନା ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଗୁରୁବାର ଏ ନେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିଓ୍ୱାରୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
All offices, markets and commercial establishments will remain closed. However, essential services will be allowed. Trains will continue to operate: UP Government #Lockdown pic.twitter.com/7rUHYXnT8a
— ANI UP (@ANINewsUP) July 9, 2020
ଆହୁରି ପଢ଼ନ୍ତୁ
ଏହି ସମୟରେ ହାଟ, ବଜାର, ଅଫିସ ଆଦି ବନ୍ଦ ରହିବ। ହେଲେ ଜରୁରୀକାଳୀନ ସେବା ମିଳିବ। ରେଳଯାତ୍ରୀ ବ୍ୟାହାତ ହେବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।
ଆହୁରି ପଢ଼ନ୍ତୁ
[ad_2]