ରାଜ୍ୟ

ହାତୀ ଡରରେ ଦୁଇ ଛୁଆଙ୍କୁ ଧରି ଭାଡ଼ି ତଳେ ପଶିଲେ ମହିଳା

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଗୋଳାବନ୍ଧ ଗାଁରେ ହାତୀ ଉପଦ୍ରବ କରୁଛନ୍ତି। ଏଥିପାଇଁ ଲୋକେ ଭାଡ଼ି ତଳେ ଲୁଚି ରହୁଛନ୍ତି।

ଆହୁରି ପଢ଼ନ୍ତୁ

ଗତକାଲି ରାତିରେ ଏକ ଦନ୍ତା ହାତୀ ଗୋଳାବନ୍ଧ ଗାଁର  ଦୁଃଖ ମହାକୁଡ଼ଙ୍କ ଘରେ ପଶିଥିଲା। ଏହି ସମୟରେ ଦୁଃଖ ଘରେ ନ ଥିଲେ। ତାଙ୍କ ସ୍ତ୍ରୀ କାମିନୀ ଦୁଇ ଛୁଆଙ୍କୁ ଧରି ଥିଲେ। ଯେତେବେଳେ ହାତୀଟି ତାଙ୍କ ଘରେ ପଶିଥିଲା, ସେ ସେତେବେଳେ ଭାଡି ତଳେ ପଶି ଯାଇଥିଲେ। ପରେ ହାତୀଟି ତାଙ୍କୁ ଘରୁ ଧାନ ଖାଇ ପଳାଇଯାଇଥିଲା ।

[ad_2]
Show More
Back to top button