ଆରୋଗ୍ୟ ହେଲେ ୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ


ଭୁବନେଶ୍ୱର(ସତ୍ୟଶିଖା): ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ୪୦୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୪୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
15 from Khurdha
14 from Bargarh
14 from Bhadrak
12 from Balasore
10 from Keonjhar
10 from Malkangiri
9 from Jagatsinghpur
7 each from Jharsuguda & Mayurbhanj
6 from Kandhamal
5 each from Nayagarh & Sambalpur
4 from Nabarangpur
3 from Kendrapara
2 from Dhenkanal— H & FW Dept Odisha (@HFWOdisha) July 9, 2020
ଆହୁରି ପଢ଼ନ୍ତୁ
ଆଜି ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ଭିତରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୧୦୦ ଜଣ ଅଛନ୍ତି। ଏହାଛଡ଼ା ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେବଗଡ଼ରୁ ୧୯, କୋରାପୁଟରୁ ୧୮, ଖୋର୍ଦ୍ଧାରୁ ୧୫, ବରଗଡ଼ରୁ ୧୪, ଭଦ୍ରକରୁ ୧୪, ବାଲେଶ୍ୱରରୁ ୧୨, କେନ୍ଦୁଝରରୁ ୧୦, ମାଲକାନଗିରିରୁ ୧୦, ଜଗତସିଂହପୁରରୁ ୯; ଝାରସୁଗୁଡ଼ାରୁ ୭, ମୟୂରଭଞ୍ଜରୁ ୭, କନ୍ଧମାଳରୁ ୬, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଓ ଢେଙ୍କାନାଳରୁ ୨ ଜଣ ସୁସ୍ଥ ହୋଇଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ ୧୧୨୦୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୫୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୭୯୪ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୧୫ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]