ହସକଥା
‘ସ୍ତ୍ରୀ ସିଧା ବେଜିତ କରୁନି’ – Satyasikha


ସୋନୁ– ମୋ ମନ ଦୁଃଖ।
ମୋନୁ- କ’ଣ ପାଇଁ?
ସୋନୁ– ମୋ ସ୍ତ୍ରୀ ମୋର ସିଧା ବେଜିତ କରୁନି।
ଆହୁରି ପଢ଼ନ୍ତୁ
ମୋନୁ- କ’ଣ କହୁଛି।
ସୋନୁ– ସେ କହୁଛି, ମୁଁ ବହୁତ ସିଧାସାଧା। ଦୁନିଆ ବିଷୟରେ କିଛି ଜାଣିନି। ସିଧା କହୁନି ମୁଁ ଓଲା।
ଆହୁରି ପଢ଼ନ୍ତୁ
[ad_2]