ହସକଥା

ସ୍ତ୍ରୀ ପାଇଁ କବିତା

ସ୍ତ୍ରୀ– ସାହୁ ବାବୁ ତାଙ୍କ ସ୍ତ୍ରୀ ପାଇଁ କବିତା ଗାଉଛନ୍ତି।

ସ୍ୱାମୀ- ସେଇଠୁ ମୁଁ କ’ଣ କରିବି ?

ସ୍ତ୍ରୀ– ତମେ ବି କବିତା ଲେଖ। କାହିଁ ମୋ ପାଇଁ ତ କେବେ କିଛି ଲେଖିନ।

ସ୍ୱାମୀ– ହଁ ଲେଖିଥିଲି ଗୋଟେ।

ସ୍ତ୍ରୀ– ଶୁଣଉନ।

ସ୍ୱାମୀ- କ’ଣ କରିବା, କୁଆଡେ ଯିବା, ଘରେ ବସି ଖାଲି କାନ୍ଦିବା। କାହିଁକି ନାଁ, ଘରେ ବାଘୁଣୀ ବାହାରେ କରୋନା।

 

The post ସ୍ତ୍ରୀ ପାଇଁ କବିତା appeared first on satyasikha.

[ad_2]
Show More
Back to top button