ସିବିଏସଇ ୧୦ମ, ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ବାକିଥିବା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମାର୍ଚ୍ଚ ୨୫ରୁ ଲକଡାଉନ୍ ରହିଛି। ତେଣୁ ବାକିଥିବା ପରୀକ୍ଷା ବାତିଲ୍ ରହିଛି। ଏବେ ଜୁଲାଇ ପହିଲାରୁ ପରୀକ୍ଷା ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି।

ଆହୁରି ପଢ଼ନ୍ତୁ

ତେବେ କେଉଁ ତାରିଖରେ କେଉଁ ପରୀକ୍ଷା ହେବ ସେ ନେଇ ସିବିଏସଆଇ ଖୁବଶୀଘ୍ର ଘୋଷଣା କରିବ ବୋଲି ସେ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାର୍ଚ୍ଚ ୧୬ରୁ ସରକାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିଛନ୍ତି ସରକାର।



[ad_2]

Exit mobile version