ଦେଶନ୍ୟୁଜ୍

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ

ସତ୍ୟଶିଖା( ନୂଆଦିଲ୍ଲୀ )୨୬.୦୮ . ୨୦୨୨: କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ୍ । ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ । ଜି-୨୩ ଅସନ୍ତୁଷ୍ଟ ନେତା ଭାବେ ତାଲିକାର ଆଗରେ ଥିଲେ । ନିକଟରେ ଜମ୍ମୁ-କଶ୍ମୀର କ୍ୟାମ୍ପନ୍ କମିଟି ଅଧ୍ୟକ୍ଷ ପଦ ଛାଡ଼ିଥିଲେ ।  କିଛି ଦିନ ତଳେ ପ୍ରଚାର ସମିତିରୁ ସେ ଇସ୍ତଫା ଦେଇଥିଲେ । କିଛିଦିନ ହେଲା ବରିଷ୍ଠ ନେତା ଗୁଲାମନବୀ ନାରାଜ ଥିବା କୁହାଯାଉଛି । ସେ କଂଗ୍ରେସର ସମସ୍ତ ପଦପଦବୀ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Show More
Back to top button