ସମୁଦ୍ରକୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର | Satyasikha

କୋଣାର୍କ (ସତ୍ୟଶିଖା): କୋଣାର୍କ ପୁରୀ ବେଳାମାର୍ଗ ସ୍ଥିତ ରାମଚଣ୍ଡୀ ମୁହାଣ ନିକଟ ସମୁଦ୍ରକୂଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ମହିଳାଙ୍କ ବୟସ ୪୫ ବର୍ଷ  ହୋଇଥିଲା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ତେବେ ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

[ad_2]
Exit mobile version