ଦେଶ

ସଞ୍ଜୟ ଝା’ଙ୍କ ପରେ ଆଉ ଜଣେ କଂଗ୍ରେସ ନେତା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଭିଷେକଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଅଫିସରେ ଯେଉଁ କର୍ମଚାରୀ ରହିଛନ୍ତି ସେମାନଙ୍କୁ କରୋନା ସଂକ୍ରମିତ ହୋଇନଥିବା ଟେଷ୍ଟ ପରେ ଜଣାପଡ଼ିଛି।

ସିଙ୍ଘଭୀ ହେଉଛନ୍ତି ଦ୍ୱିତୀୟ କଂଗ୍ରେସ ନେତା ଯିଏକି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସଞ୍ଜୟ ଝା’ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ସେ ଆରୋଗ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ତେବେ ସିଂଘଭୀଙ୍କ ଶରୀରରେ କରୋନା ସେତେଟା ବ୍ୟାପିନାହିଁ। ତେଣୁ ସେ ଖୁବଶୀଘ୍ର ଆରୋଗ୍ୟ ହେବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ

[ad_2]
Show More
Back to top button