ଶ୍ରୀକ୍ଷେତ୍ରରେ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ

ପୁରୀ (ସତ୍ୟଶିଖା): ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ। ରାତି ୯ଟାରୁ ସକାଳ ୫ଟା ଯାଏଁ ପୂର୍ବପରି କର୍ଫ୍ୟୁ ବଳବତ୍ତର ରହିବ। କାଲି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ ପୁଣି କର୍ଫ୍ୟୁ କୋହଳ କରାଯିବ। ଆସନ୍ତାକାଲି ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ୩ ରଥ ସିଂହଦ୍ୱାର ସମ୍ମୁଖ ଥିବାରୁ କାଲି ଦିନତମାମ ସିଂହଦ୍ୱାର ଆଗରେ କର୍ଫ୍ୟୁ ଲାଗିବ। ସେହିପରି ଦିନ ତମାମ ମାର୍କେଟ ଛକରୁ ସିଂହଦ୍ୱାର ଯାଏଁ କର୍ଫ୍ୟୁ ଲାଗୁ ହେବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ।

ଆହୁରି ପଢ଼ନ୍ତୁ

ଆଜି ଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିନା ଭକ୍ତରେ ମହାପ୍ରଭୁ ବଡ଼ଦେଉଳକୁ ଫେରିଛନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୁରୀ ଜିଲ୍ଲାରେ କର୍ଫ୍ୟୁ ଲଗା ଯାଇଥିଲା। ବାହାର ଲୋକଙ୍କୁ ଶ୍ରୀକ୍ଷେତ୍ର ନଆସିବା ପାଇଁ ଅପିଲ୍‌ କରାଯାଇଥିଲା।

ଆହୁରି ପଢ଼ନ୍ତୁ



[ad_2]

Exit mobile version