ରୁଷରେ ପ୍ରଥମ ମୁଣ୍ଡ ନେଲା କରୋନା

ମସ୍କୋ: କରୋନା ଭାଇରସ ଶକ୍ତିଶାଳୀ ରୁଷରେ ପ୍ରଥମ ମୁଣ୍ଡ ନେବାକୁ ସକ୍ଷମ ହୋଇଛି। ଆଜି ଯାଏ ସାରା ବିଶ୍ୱରେ ୮ ହଜାରରୁ ଅଧିକ ଜୀବନ ନେଇ ସାରିଥିବା କରୋନା ରୁଷରେ ଆଦୌ କ୍ଷତି ଘଟାଇ ପାରି ନଥିଲା।

ଆହୁରି ପଢ଼ନ୍ତୁ

ହେଲେ ଆଜି ଜଣେ ୭୯ ବର୍ଷୀୟ ମହିଳା ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ରୁଷରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଦେଶରେ ଲାଗିଥିବା କଟକଣାକୁ ଆହୁରି ସଶକ୍ତ କରାଯାଇଛି। ଏବେ ଦେଶରରେ ୧୪୭ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



[ad_2]

Exit mobile version