ରାସ୍ତା ମଝିରୁ ୨୦ ଲକ୍ଷ ଲୁଟ୍

ରାଞ୍ଚି: ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୋମବାର ଝାଡ଼ଖଣ୍ଡର ଧାନବାଦରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଲୁଟର ଶିକାର ହେହା ସହିତ ଗୁଳି ମାଡ଼ର ଶିକାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପୁଲିସର ସୂଚନା ଅନୁଯାୟୀ, ରିଲାଏନ୍ସ ପେଟ୍ରୋଲ ପମ୍ପର କର୍ମଚାରୀ ସୁନୀଲ ବ୍ୟାଙ୍କରେ ପଇସା ଜମା କରିବାକୁ ଯାଉଥିବା ବେଳେ ତିନୋଟି ବାଇକରେ ଦୁର୍ବୃତ୍ତ ମାନେ ଆସିଥିଲେ। ଏହାପରେ ରାସ୍ତା ଉପରେ ସୁନୀଲଙ୍କ ଉପରକୁ ଗୁଳି ଚଳାଇ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆହତ ସୁନୀଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏବେ ଏହି ଘଟଣାରେ ତଦନ୍ତ କରୁଛି।



[ad_2]

Exit mobile version