ଦୁର୍ଘଟଣାନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

୧୦ ଫୁଟ ଲମ୍ବର ଅଜଗର ସାପ ଫସିଲା ମାଛ ଧରା ଜାଲରେ

ସତ୍ୟଶିଖା (ଖଇରା) ୨୯/୧୦/୨୦୨୦ : ଜାଲରେ ଫସିଲା ୧୦ଫୁଟ ଲମ୍ବର ଅଜଗର । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ନୂଆସାହି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆସାହିର ଗ୍ରାମର ଭଗିଆ ହାତୀ ମାଛ ଧରିବା ପାଇଁ ନଦୀରେ ଜାଲ ପକାଇଥିବା ବେଳେ ଜାଲରେ ୧୦ ଫୁଟ ଲମ୍ବର ଅଜଗର ସାପ ଛନ୍ଦି ହୋଇଯାଇଥିଲା । ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥଲେ । ସାପଟିକୁ ଦେଖିବା ପାଇଁ ଗାଁରେ ଭିଡ ଦେଖିବାକୁ ମିଳିଥିଲା ।

Show More
Back to top button