ନୂଆଦିଲ୍ଲୀ: ରାଜଧାନୀରେ ବେକାବୁ କରୋନା। ରବିବାର ୨୪ ଘଣ୍ଟା ମଧ୍ୟରେ ୧,୨୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ରାଜଧାନୀ ଦିଲ୍ଲୀରେ ୧୯,୮୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତକଙ୍କ ସଂଖ୍ୟା ୪୭୩ ଛୁଇଁଛି। ଏହା ପୂର୍ବରୁ ଲଗାତର ତିନି ହେବ ହଜାରେ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲେ।
Delhi records highest single-day spike of 1,295 fresh coronavirus cases, takes tally to 19,844; death toll mounts to 473: Authorities
— Press Trust of India (@PTI_News) May 31, 2020
ଆହୁରି ପଢ଼ନ୍ତୁ
ଗୁରୁବାର ପ୍ରଥମ ଥର ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ ୧୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଶୁକ୍ରବାର ୧,୧୦୬ ଜଣ ଓ ଶନିବାର ୧,୧୬୩ ଜଣ ଏବଂ ରବିବାର ୧,୨୯୫ ଜଣ ଚିହ୍ନଟ ହୋଇଛନ୍ତି।
[ad_2]