ରାଜଧାନୀରୁ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ସତ୍ୟଶିଖା): ଖୋର୍ଦ୍ଧା ଜିଲ୍ଲାରୁ ଆଉ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ୨୪ ଜଣ ଅଛନ୍ତି। ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

୨୪ ଜଣଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪ଟି ଲୋକାଲ୍ କେସ୍।

୪ ଲୋକାଲ କେସ୍‌ ମଧ୍ୟରେ ତିନି ଜଣ ଘରୋଇ ହସ୍ପିଟାଲର। ସେମାନେ ସମସ୍ତେ ମହିଳା। ଅନ୍ୟ ଜଣେ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଅନ୍ୟମାନେ ଏୟାରପୋର୍ଟ କଲୋନୀ, କୋଳଥିଆ ପିପିଏଲ୍ କଲୋନୀ, ସାଲିଆ ସାହି, ଶୈଳଶ୍ରୀ ବିହାର, ମଞ୍ଚେଶ୍ୱର ଓ ନୂଆପଲ୍ଲୀ ଅଞ୍ଚଳରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version