ରାଉରକେଲା ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍‌

ରାଉରକେଲା(ପବନ ତିୱାରୀ): ମହାମାରୀ ‘କରୋନା’ ବ୍ୟାପୁଥିବା ଦେଖି ରାଉରକେଲା ପ୍ରଶାସନ ତତ୍ପର ହୋଇଛି। ସେଥିପାଇଁ ୧୫ ସୁତ୍ରୀ ଗାଇଡ୍‌ ଲାଇନ୍‌ ଜାରି କରିଛି। ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ରାଉରକେଲାକୁ ଆସନ୍ତି, ତେବେ ସେମାନେ ପ୍ରଥମେ BPUTରେ ନିଜର ନାମକୁ ପଞ୍ଜିକୃତ କରାଇବେ। ତା’ ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୱାରେଣ୍ଟାଇନ୍‌ରେ ରହିବେ। ଏହାଛଡ଼ା

ଆହୁରି ପଢ଼ନ୍ତୁ

ଓଡ଼ିଶାର ୧୪ ହଟ୍‌ସ୍ପର୍ଟ ଜିଲ୍ଲାରୁ ରାଉରକେଲାକୁ ଆସିଲେ ନିଜକୁ BPUTରେ ନାଁ ରେଜିଷ୍ଟ୍ରେସନ କରିବା ସହିତ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଏହି ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରୁ ଆସିଲେ BPUT ନିଜର ନାମକୁ ପଞ୍ଜିକୃତ କରିବା ବାଧ୍ୟତାମୂଳକ ନୁହେଁ। ଏହି ପରି ଭାବରେ ୧୫ଟି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version