ଖେଳନ୍ୟୁଜ୍ରାଜ୍ୟ

ମ୍ୟାଚ ପୂର୍ବରୁ ବାରବାଟୀରେ ମକ୍ ଡ୍ରିଲ

ସତ୍ୟଶିଖା( କଟକ )୦୨.୦୬. ୨୦୨୨ : ଟି-୨୦ ମ୍ୟାଚ ପାଇଁ କଟକ ବାରବାଟୀ ରେ ମକ ଡ୍ରିଲ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମକ୍ ଡ୍ରିଲ୍ ।ମକ ଡ୍ରିଲ୍ ରେ ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସୁରକ୍ଷାକର୍ମୀ । ନିଜେ ଅନୁଧ୍ୟାନ କରୁଛନ୍ତି କଟକ ଡିସିପି ପିନାକ ମିଶ୍ର । ଗ୍ୟାଲେରୀରୁ ଆରମ୍ଭ କରି ଖେଳାଳିଙ୍କ ପ୍ରବେଶ ଓ ପ୍ରସ୍ଥାନ ଯାଞ୍ଚ । ଜୁନ ୧୨ ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ ।

Show More
Back to top button