ବଣ୍ଟି– ମୋ ସହ ଧୋକା ହେଇଗଲା।
ଚିଣ୍ଟୁ- କ’ଣ ହେଲା?
ଆହୁରି ପଢ଼ନ୍ତୁ
ବଣ୍ଟି– ଆରେ ମୁଁ ବାପାଙ୍କୁ ଫିଜିକ୍ସ ଏବଂ କେମେଷ୍ଟ୍ରି କହି କିଣିବି ବୋଲି ଟଙ୍କା ମାଗିଥିଲି।
ଚିଣ୍ଟୁ- ସେ କେତେ ଟଙ୍କା ଦେଲେ?
ବଣ୍ଟି– ଟଙ୍କା ନୁହଁ, ସେ ବହି କିଣି ଦେଇଦେଲେ।
ବଣ୍ଟି– ମୋ ସହ ଧୋକା ହେଇଗଲା।
ଚିଣ୍ଟୁ- କ’ଣ ହେଲା?
ଆହୁରି ପଢ଼ନ୍ତୁ
ବଣ୍ଟି– ଆରେ ମୁଁ ବାପାଙ୍କୁ ଫିଜିକ୍ସ ଏବଂ କେମେଷ୍ଟ୍ରି କହି କିଣିବି ବୋଲି ଟଙ୍କା ମାଗିଥିଲି।
ଚିଣ୍ଟୁ- ସେ କେତେ ଟଙ୍କା ଦେଲେ?
ବଣ୍ଟି– ଟଙ୍କା ନୁହଁ, ସେ ବହି କିଣି ଦେଇଦେଲେ।