ପୁଅ : ମୋତେ ବିବାହ କରିବ ?
ଝିଅ : କାହିଁକି, ତମ ପାଖରେ ଏମିତି କ’ଣ ଅଛି ?
ଆହୁରି ପଢ଼ନ୍ତୁ
ପୁଅ : ଜାଣିଛ, ମୋ ବାପା ଗାଁର ସବୁଠାରୁ ବଡ଼ ଲୋକ।
ବିବାହ ପରେ ଝିଅ ଜାଣିବାକୁ ପାଇଲା ଯେ ତା’ର ଶଶୁରଙ୍କୁ ୧୦୫ ବର୍ଷ ହୋଇଥିବାରୁ ଗାଁ ଲୋକେ ତାଙ୍କୁ ସବୁଠାରୁ ବଡ଼ ବୋଲି ସମ୍ମାନ ଦେଉଛନ୍ତି।