ମୋଦିଙ୍କ ବିଫଳତା ଉପରେ ହାଭାର୍ଡରେ ପାଠ ପଢ଼ା ହେବ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। କୋଭିଡ-19, ନୋଟବନ୍ଦୀ ଏବଂ ଜିଏସଟି ଠିକ୍ ଭାବରେ ଲାଗୁ କରିବାରେ ବିଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ଦିନରେ ଏହି ବିଫଳତା ପାଠ୍ୟ ଖସଡାରେ ସାମିଲ ହେବ ବୋଲି ରାହୁଲ କହିଛନ୍ତି। ଏହି ବିଫଳ ନୀତି ପାଇଁ ହାଭାର୍ଡ ବିଜନେସ ସ୍କୁଲରେ ଗବେଷଣା ହେବ ବୋଲି ରାହୁଲ କହିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ୱୋଧନ କରୁଥିବାର ଏକ ଭିଡିଓକୁ ଶେୟାର କରି ରାହୁଲ ଗାନ୍ଧୀ ଟୁଇଟ୍ କରିଛନ୍ତି। ଏଥିସହିତ ଏକ ଗ୍ରାଫ ମଧ୍ୟ ଶେୟାର କରିଛନ୍ତି ରାହୁଲ। ଏହି ଗ୍ରାଫରେ କରୋନା ମାମଲାରେ ଭାରତର ସ୍ଥିତି ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version