ହସକଥା
ମୁଁ ତୁମକୁ ଜହ୍ନକୁ ନେଇଯିବି


ସ୍ୱାମୀ- ତୁମକୁ ଖୁସିରେ ରଖିବା ପାଇଁ ମୁଁ ତୁମକୁ ଜହ୍ନକୁ ନେଇଯିବି।
ସ୍ତ୍ରୀ- ମୁଁ ସେଠିକୁ ଯିବିନି।
ସ୍ୱାମୀ- କାହିଁକି।
ସ୍ତ୍ରୀ- ସେଠାରେ ଇଣ୍ଟରନେଟ୍ ନଥିବ, ମୁଁ ହ୍ୱାଟସ୍ଆପ୍ କେମିତି ଚଲେଇବି।
The post ମୁଁ ତୁମକୁ ଜହ୍ନକୁ ନେଇଯିବି appeared first on satyasikha.
[ad_2]