ନ୍ୟୁଜ୍ସ୍ୱାସ୍ଥ୍ୟ

କାମ ଦେଲାନି ECMO ଚିକିତ୍ସା

ସତ୍ୟଶିଖା ( ଭୁବନେଶ୍ୱର )୦୧ /୧୦ /୨୦୨୧: ଏସସିବି ECMO ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକ ମେଡିକାଲର ନ୍ୟୁରଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକଙ୍କ ଏକମାତ୍ର ପୁଅ ଚର୍ଚ୍ଚିତ ମଲ୍ଲିକ(୧୮) । ଗତ ୨୫ ତାରିଖରେ ସେ ଏସସିବିରେ ଭର୍ତ୍ତି ହୋଇଥିଲେ । ହୃତଘାତରେ ତାଙ୍କର ଆଜି ସକାଳୁ ମୃତ ଘଟିଛି । ପୂର୍ବରୁ ECMO ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଆଉ ଜଣେ ରୋଗୀ ECMO ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

Show More
Back to top button