ରାଜ୍ୟ
ମହିଳା ନକ୍ସଲଙ୍କ ଆତ୍ମସମର୍ପଣ | Satyasikha


କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଏସ୍ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ତୁଳସୀ ଉଲାକା ଓରଫ୍ ସଙ୍ଗୀତା।
ସଙ୍ଗୀତା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟା ଥିଲେ।
ଆହୁରି ପଢ଼ନ୍ତୁ
ସେ ନାରାୟଣପାଟଣା ଅଞ୍ଚଳରେ ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।