ଦେଶନ୍ୟୁଜ୍ବିଦେଶ

ୟୁକ୍ରେନରୁ ଫେରିଲେ ଆଉ ୨୪୯ ଛ।ତ୍ରଛ।ତ୍ରୀ

ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ୟୁକ୍ରେନ୍ ଓ ରୁଷ ଉପରୁ ହଟୁନି ୟୁଦ୍ଧର କଳ। ବ।ଦଲ । ଉଭୟ ଦେଶ ମଧ୍ୟରେ ଚ।ଲିଛି ଘମ।ଘୋଟ ଲଢ଼େଉ । ଦିନକୁ ଦିନ ଯୁଦ୍ଧ ଭୟ।ନକ ହେଉଛି । ଏହ।ରି ଭିତରେ ୟୁକ୍ରେନରେ ଫସିଛନ୍ତି ଭ।ରତୀୟ ନ।ଗରିକ ଓ ଛ।ତ୍ରଛ।ତ୍ରୀ । ୟୁକ୍ରେନରେ ଫସି ରହିଥିବ। ନ।ଗରିକମ।ନଙ୍କୁ ନିର।ପଦ ସ୍ଥ।ନ।ନ୍ତର ପ।ଇଁ ଭ।ରତ ସରକ।ର ମଧ୍ୟ ଏକ ଅଭିଯ।ନ ଚଳ।ଇଛନ୍ତି । ଏପର୍ଯ୍ୟନ୍ତ ୧୧୦୦ରୁ ଅଧିକ ଭ।ରତୀୟ ସୁରକ୍ଷିତ ଭ।ବେ କିଭରୁ ଫେରିଛନ୍ତି । ତଥ।ପି, ସେଠ।ରେ ବହୁ ସଂଖ୍ୟକ ନ।ଗରିକ ଫସି ରହିଛନ୍ତି । ସୂଚନ।ନୁସ।ରେ, ଏୟ।ର ଇଣ୍ଡିଆର ପଞ୍ଚମ ବିମ।ନ ୟୁକ୍ରେନରୁ ଭ।ରତୀୟ ଛ।ତ୍ରମ।ନଙ୍କୁ ନେଇ ଆଜି ଦିଲ୍ଲୀ ବିମ।ନ ବନ୍ଦରରେ ଅବତରଣ କରିଛି । ୟୁକ୍ରେନରେ ଫସି ରହିଥିବ। ୨୪୯ ଜଣ ଛ।ତ୍ର ଏବଂ ଅନ୍ୟ ଭ।ରତୀୟ ନ।ଗରିକଙ୍କୁ ନେଇ ଏୟ।ର ଇଣ୍ଡିଆ ବିମ।ନ (ଏଆଇ ୧୯୪୨) ଆଜି ସକ।ଳ ପ୍ର।ୟ ୬:୩୦ ସମୟରେ ଦିଲ୍ଲୀର ଇନ୍ଦିର। ଗ।ନ୍ଧୀ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ଅବତରଣ କରିଛି ।

Show More
Back to top button