ହସକଥା
ମଦ ସବୁ ଦୁଃଖକୁ ଭୁଲେଇଦିଏ – Satyasikha


ସ୍ୱାମୀ-ତମେ ଚିହ୍ନା ଚିହ୍ନା ଲାଗୁଛ
ସ୍ତ୍ରୀ- ତମେ କଣ ମତେ ଭୁଲିଗଲ।
ସ୍ନାମୀ- ସତରେ ତୁମେ କିଏ ମୁଁ ଜାଣିପାରୁନି।
ସ୍ତ୍ରୀ- ମଦ ପିଇଛ କି?
ଆହୁରି ପଢ଼ନ୍ତୁ
ସ୍ୱାମୀ- ହଁ,
ସ୍ତ୍ରୀ- କାହିଁକି?
ସ୍ୱାମୀ- ମଦ ସବୁ ଦୁଃଖକୁ ଭୁଲେଇଦିଏ। ସେଥିପାଇଁ।
ଆହୁରି ପଢ଼ନ୍ତୁ
[ad_2]