ଖେଳ

ଭାରତୀୟ ଶଟ ପୁଟର ନବୀନ ୪ ବର୍ଷ ବ୍ୟାନ

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଶଟ ପୁଟର ନବୀନ ଚିକାରାଙ୍କୁ ଆଇଏଏଏଫର ଇଣ୍ଟିଗ୍ରିଟି ୟୁନିଟ୍‌ ୪ ବର୍ଷ ପାଇଁ ବ୍ୟାନ କରିଛି। ଶୁକ୍ରବାର କୁହାଯାଇଛି ଯେ ନବୀନଙ୍କ ବ୍ୟାନ୍‌ କାର୍ଯ୍ୟକାଳ ୨୦୧୮ ଜୁଲାଇ ୨୭ରୁ ଆରମ୍ଭ ହୋଇ ୪ ବର୍ଷ ପାଇଁ ଜାରି ରହିବ। ୨୦୧୮ ନଭେମ୍ବରରେ ସାମୟିକ ଭାବେ ନବୀନଙ୍କ ଉପରେ ବ୍ୟାନ ଲାଗିଥିଲା।

ଆହୁରି ପଢ଼ନ୍ତୁ

୨୦୧୮ ଡିସେମ୍ବର ମାସରେ ନବୀନ ଏହାକୁ ଗ୍ରହଣ କରିବା ସହ ଭୁଲବଶତଃ ବ୍ୟାନ ହୋଇଥିବା ଔଷଧ ଖାଇଥିବା ସ୍ୱୀକାର କରିଥିଲେ। ଏଥିସହ ୨୦୧୯ ମାର୍ଚ୍ଚ ୧୨ରେ ନବୀନ ଆଣ୍ଟି ଡୋପିଂ ରୁଲକୁ ଉଲ୍ଲଙ୍ଘନ କରିଥିବା କହିଥିଲେ।

[ad_2]
Show More
Back to top button