ରାଜ୍ୟ

ବିପିୟୁଟିର ସମସ୍ତ ପରୀକ୍ଷା ଜୁନ ଓ ଜୁଲାଇରେ ହେବ

ରାଉରକେଲା (ପବନ ତିୱାରୀ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ପଟ୍ଟନାୟକ ୟୁନିର୍ଭିଟ୍‌ ଅଫ୍‌ ଟେକ୍ନୋଲୋଜି (ବିପିୟୁଟି) ଅଧୀନରେ ଥିବା ସମସ୍ତ ପରୀକ୍ଷା ଜୁନ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ ହେବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଅନୁଷ୍ଠିତ ହେବ। ବିପିୟୁଟି ଅଧୀନରେ ଥିବା ସମସ୍ତ କଲେଜର ଛାତ୍ରଛାତ୍ରୀ ତାଙ୍କର ଫାଇନାଲ୍‌ ସେମିଷ୍ଟର୍ ଦେବେ।

ଆହୁରି ପଢ଼ନ୍ତୁ

ଏଥିପାଇଁ ୩୦ ଜିଲ୍ଲାରେ ପରୀକ୍ଷା ସେଣ୍ଟର କରାଯିବ। ଏହି ଫାଇନାଲ୍‌ ସେମିଷ୍ଟର୍ ପରୀକ୍ଷା ଅଫ୍‌ ଲାଇନ୍‌ରେ ଅନୁଷ୍ଠିତ ହେବ। ଏ ନେଇ ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି। ‘କରୋନା’ ପାଇଁ ସେମିଷ୍ଟରକୁ ଘୁଞ୍ଚା ଯାଇଥିଲା।

[ad_2]
Show More
Back to top button