ରାଜ୍ୟ

ବାପୁଜୀ ନଗର ମାର୍କେଟ୍ ସିଲ୍‌ | Satyasikha

ଭୁବନେଶ୍ୱର (ସତ୍ୟଶିଖା): ସାମାଜିକ ଦୂରତା ରକ୍ଷା ନ ହେବାରୁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ୍‌କୁ ସିଲ୍ କରି ଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟ୍‌କୁ ବନ୍ଦ କରି ଦିଆଯାଇଥିବା ନେଇ ବିଏମ୍‌ସି ଜୋନାଲ୍ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି, ବାପୁଜୀ ନଗର ମାର୍କେଟରେ ଥିବା ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ।

 

 

[ad_2]
Show More
Back to top button