ହସକଥା
ବାପା ବୋଲି ଆଉ ଡାକେନି | Satyasikha


ରାମୁ ସ୍କୁଲ ଟେଷ୍ଟ ପରୀକ୍ଷା ରେ ଫେଲ ହେବା ପରେ…
ବାପା- ତୋ ମୁହଁକୁ ଲାଜ ଲାଗୁନି।
ରାମୁ- ମୋର ଭୁଲ ହେଇଗଲା ବାପା।
ବାପା- ଆଜିଠୁ ମୁ ତୋ ବାପା ନୁହେଁ। ତୁ ମତେ ବାପା ବୋଲି ଆଉ ଡାକିବୁନି।
ରାମୁ- ବାପା ଏଟା ଟେଷ୍ଟ ପରୀକ୍ଷା ଥିଲା, ଡିଏନଏ ନୁହଁ।