ବସ ଉପରେ ମାଡ଼ି ଗଲା ଟ୍ରେନ୍, ଚାଲିଗଲା ୧୯ ଜୀବନ

ଇସଲାମାବାଦ: ୧୯ ଶୀଖ ତୀର୍ଥଯାତ୍ରୀଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନରେ ତୀର୍ଥଯାତ୍ରୀମାନେ ବସରେ ଯାଉଥିଲେ। ଶିଖୁପୁରା ପାଖରେ ବସଟି ଦୁର୍ଘଟଣାର ଶିକାର ହୋଇଛି। ତାର୍ଥଯାତ୍ରୀମାନେ ପେଶାଓ୍ୱାରରୁ ଯାଉଥିଲେ।

ଆହୁରି ପଢ଼ନ୍ତୁ

ବସଟି ଫାଟକ ବିହୀନ ଗେଟ୍ କ୍ରସ କରୁଥିବା ବେଳେ ହଠାତ୍ କରାଚି ବୌନ୍ଦ ଶାହ ହୁସେନ ଏକ୍ସପ୍ରେସଟି ଧକ୍କା ଦେଇଥିଲା। ଦୁର୍ଘଟଣା ବେଳେ ବସରେ ୨୭ ଜଣ ଯାତ୍ରୀ ଥିଲେ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version