ଫାଷ୍ଟଟ୍ୟାଗ ନଥିଲ ଥିବା ଗାଡିରୁ ଦୁଇଗୁଣା ଜୋରିମାନା ଆଦାୟ କରାଯିବ

ନୁଆଦିଲ୍ଲୀ: କୌଣସି ଯାନରେ ଯଦି ଫାଷ୍ଟଟ୍ୟାଗ ଲାଗିନଥିବ କିମ୍ବା ଏହା ଅଚଳ ଅଥବା ଅବୈଧ ହୋଇଥିବ, ତେବେ ସେଭଳି ଯାନ ଉପରେ ଗାଡିର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି ଆଦାୟ ହେବ। ଏଭଳି କାର ଯଦି ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନକୁ ପ୍ରବେଶ କରିବ ତେବେ ସେଥିରୁ ସ୍ୱାଭାବିକ ଟୋଲ ଠାରୁ ଦୁଇଗୁଣ ଅର୍ଥ ଆଦାୟ କରାଯିବ। ଏ ନେଇ ସଡକ ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ସରକାର ଏହି ନିୟମ ଲାଗୁ କରିବା ପାଇଁ ୨୦୦୮ ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନର ପରିବର୍ତ୍ତନ କରିଛନ୍ତି।
ଆହୁରି ପଢ଼ନ୍ତୁ
MoRTH has issued a notification which provides that vehicles without FASTag or with invalid/non-functional FASTag will be charged double toll fee applicable to their category. Read more: https://t.co/RRvnA0wUfu
— MORTHINDIA (@MORTHIndia) May 17, 2020
You cannot print contents of this website.
Please enable Browser JavaScript to visit the website.
[ad_2]