ରାଜ୍ୟ

ଫସି ରହିଛନ୍ତି ପ୍ରବାସୀ ଓଡ଼ିଆ; ଘରକୁ ଫେରିବାକୁ ଆକୁଳ ନିବେଦନ

ପୁରୀ(ପ୍ରଦୀପ ମହାନ୍ତି): ତାମିଲନାଡୁର ତିରିପୁରଠାରେ ଏକ କମ୍ପାନୀରେ  କାମ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ  କମ୍ପାନୀର ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେମାନେ ଘରକୁ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଏପରିକି ଅନେକ ମହିଳା ମଧ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଘରକୁ ଯଦି ସେମାନଙ୍କୁ ନିଆ ନଯିବ ତେବେ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

[ad_2]
Show More
Back to top button