ଦେଶ

ପ୍ରସିଦ୍ଧ ଦହି ହାଣ୍ଡି କାର୍ଯ୍ୟକ୍ରମ କରୋନା ପାଇଁ ବାତିଲ

ମୁମ୍ବାଇ: ମହାରାଷ୍ଟ୍ରର ସବୁଠାରୁ ବଡ଼ ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା ସଂସ୍କୃତି ଚଳିତ ବର୍ଷ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ସଂସ୍କୃତି ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ସେହିପରି ଦହି ହାଣ୍ଡ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ କୋଭିଡ-୧୯ ଚିକିତ୍ସା ବାବଦରେ ବିନିଯୋଗ କରାଯିବ।

ସଂସ୍କୃତି ଦହି ହାଣ୍ଡି ଉତ୍ସବକୁ ଶିବସେନା ନେତା ତଥା ବିଧାୟକ ପ୍ରତାପ ସରନାଏକ ଆୟୋଜନ କରନ୍ତି।

[ad_2]
Show More
Back to top button