ଦେଶ

ନକ୍ସଲଙ୍କ ସହିତ ଗୁଳିବିନିମୟ ବେଳେ ଶହୀଦ ହେଲେ ଯବାନ

ରାୟପୁର: ନକ୍ସଲଙ୍କ ସହିତ ଗୁଳିବିନିମୟ ବେଳେ ଜଣେ ୩୨ ବର୍ଷୀୟ ସିଆରପିଏଫ୍ କନେଷ୍ଟବଳ ଶହୀଦ ହୋଇଛନ୍ତି। ସୋମବାର ଛତିଶଗଡ଼ ବିଜାପୁର ଜିଲ୍ଲାରେ ଥିବା ଉରିପଲ ଜଙ୍ଗଲରେ ଏହି ଗୁଳି ବିନିମିୟ ହୋଇଥିଲା। ଶହୀଦ ମାନ୍ନା କୁମାର ଝାଡଖଣ୍ଡର ସାହିବଗଞ୍ଜ ନିବାସୀ।

ଆହୁରି ପଢ଼ନ୍ତୁ

ଅପରାହ୍ନ ୨ଟା ୧୧ ମିନିଟରେ ଛତିଶଗଡ଼ ପୁଲିସ ଓ ସିଆରପିଏଫ ମିଳିତ ଭାବରେ ଉରିପଲ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ଗୁଳି ବିନିମିୟ ହୋଇଥିଲା। ସିଆରପିଏଫ ପକ୍ଷରୁ ଏହି ସୂଚନା ମିଳିଛି।

[ad_2]
Show More
Back to top button