ଧାନବସ୍ତା ପଡ଼ି ମା’, ଝିଅ ମୃତ

ବ୍ରହ୍ମଗିରି (ସତ୍ୟଶିଖା): ପୁରୀ ଜିଲ୍ଲା ବ୍ରହ୍ମଗିରିର ଖଜୁରିଆ ନିକଟ ହୋବା ସାହିରେ ଧାନବସ୍ତା ପଡ଼ିଯିବାରୁ ଜଣେ ମହିଳା ଓ ତାଙ୍କ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ଗତକାଲି ରାତିରେ ସେମାନେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଘର ଭିତରେ ଥାକ ମାରି ରଖାଯାଇଥିବା ଧାନ ବସ୍ତାଗୁଡ଼ିକ ସେମାନଙ୍କ ଉପରେ ଖସି ପଡ଼ିଥିଲା।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

[ad_2]
Exit mobile version