ରାଜ୍ୟ
ଡାକ୍ତରଙ୍କ ସୂଚି ଜାରି କଲା ରାଉରକେଲା ମହାନଗର ନିଗମ


ରାଉରକେଲା(ନବନ ତିୱାରୀ): ‘କରୋନା’ ମୁକାବିଲା ପାଇଁ ଘୋଷଣା ହୋଇଥିବା ଲକ୍ଡାଉନ୍ ପରିପ୍ରେକ୍ଷୀରେ ସାଧାରଣ ଲୋକମାନେ ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପଡୁଥିବାରୁ ଟେଲିଫୋନ ଯୋଗେ ବିଭିନ୍ନ ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସଂପର୍କରେ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଲାଗି ୧୪ ଜଣ ଡାକ୍ତରଙ୍କ ସୂଚୀ ଜାରି କରିଛି ରାଉରକେଲା ମହାନଗର ନିଗମ।
ଆହୁରି ପଢ଼ନ୍ତୁ