ନ୍ୟୁଜ୍
ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l


ସତ୍ୟଶିଖା ୧୫ .୦୮.୨୦୨୦ : ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପରିସରରେ ପତାକା ଉତ୍ତୋଳନ କରିଛନ୍ତି । ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ । ଏହି ଦିନ ଆସନ୍ତୁ ଆମର ସ୍ୱାଧୀନତା ପାଇଁ ଆମ ଲୋକମାନେ ଦେଇଥିବା ଅଗଣିତ ବଳିଦାନକୁ ସମ୍ମାନ ଦେବା ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।